Breaking PLUSଓଡ଼ିଶାମୁଖ୍ୟ ଖବର
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ପୁରୁଷ ବନ୍ଧୁଙ୍କୁ ରିମାଣ୍ଡ ପାଇଁ ଆବେଦନ

ଭୁବନେଶ୍ୱର, 19 ଫେବୃୟାରୀ- କିଟ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଅଭିଯୁକ୍ତ ପୁରୁଷବନ୍ଧୁଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଆବେଦନ କରିଛି । ତିନି ଦିନ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିଛି ଇନଫୋସିଟି ଥାନା ପୋଲିସ । ରିମାଣ୍ଡ ବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ କେମିତି ଥିଲା । କାହିଁକି ଝଗଡା ହୋଇଥିଲା । କାହିଁକି ଛାତ୍ରୀଙ୍କୁ ମାନସିକ ଚାପ ପକାଉଥିଲେ ସେ ସମ୍ପର୍କରେ ପଚରାଉଚରା କରିବ ପୋଲିସ ।