Breaking PLUSଓଡ଼ିଶାମୁଖ୍ୟ ଖବର

ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡ଼କରେ ଦୁର୍ଘଟଣା, 10 ଆହତ

ପିପିଲି: ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ସଡ଼କରେ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ ଗଛରେ ପିଟିହେଲା ବୋଲେରୋ । ଦୁର୍ଘଟଣାରେ ୧୦ଜଣ ଆହତ ହୋଇଛନ୍ତି । ପୁରୀ ଚିକିତ୍ସାଳୟରେ ୯ ଜଣଙ୍କୁ ଭର୍ତ୍ତି କରାଯାଇଛି ।

ଭୁବନେଶ୍ୱର ଏମ୍ସକୁ ଜଣେ ସ୍ଥାନାନ୍ତର ହୋଇଛନ୍ତି । ଗଂଜାମ ସୋରଡ଼ା ଅଞ୍ଚଳର ଗୋଟିଏ ପରିବାର ପୁରୀ ଯିବା ବେଳେ ଦୁର୍ଘଟଣା ଘଟିଛି ।

Show More

Related Articles

Back to top button