ଦେଶମନୋରଞ୍ଜନସେଲିବ୍ରିଟି

ଏହିଦିନ ରିଲିଜ୍ ହେବ ‘ରକି ଔର ରାନୀକି ପ୍ରେମ କାହାଣୀ’

ଖୁବ୍‌ ଶୀଘ୍ର ପରଦାରେ ଆସିବାକୁ ଯାଉଛି କରଣ ଜୋହରଙ୍କ ‘ରକି ଔର ରାନୀକି ପ୍ରେମ କାହାଣୀ’ । କରଣ ଜୋହର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥିବାବେଳେ ବର୍ତ୍ତମାନ ଚଳଚ୍ଚିତ୍ରର ରିଲିଜ୍ ଡେଟ୍‌ ଘୋଷଣା କରିଛନ୍ତି ।

ଅଭିନେତା ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ‘୭ବର୍ଷ ପରେ ଏବେ ସମୟ ଆସିଯାଇଛି। ଏହା ଅତ୍ୟନ୍ତ ଗର୍ବର ବିଷୟ ଯେ ମୁଁ ଜଣେ ନୁହେଁ ଅନେକ ମହାନ ଅଭିନେତାଙ୍କ ସହ କାମ କରିଛି । ‘ମୋର ହୃଦୟ ଉତ୍ସାହରେ ପରିପୂର୍ଣ୍ଣ। ରକି ଔର ରାନୀକି ପ୍ରେମ କାହାଣୀ ୨୮ ଏପ୍ରିଲ ୨୦୨୩ରେ ହଲ୍‌ରେ ରିଲିଜ୍‌ ହେଉଛି।

ତେବେ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ ଅଛନ୍ତି। ଏମାନଙ୍କ ବ୍ୟତୀତ  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ।

 

Show More

Related Articles

Back to top button