Breaking PLUSଓଡ଼ିଶାମୁଖ୍ୟ ଖବର

ପୋଲିସ୍ SI ପରୀକ୍ଷା ସ୍କାମ୍; SSB ଯବାନଙ୍କ ସମେତ ୨ ଅଟକ

ଭୁବନେଶ୍ୱର- ପୋଲିସ୍ SI ପରୀକ୍ଷା ସ୍କାମ୍ । SSB ଯବାନଙ୍କ ସମେତ ୨ ଅଟକ । SSB ଯବାନ ଅର୍ଜୁନ ନାୟକକୁ ଅଟକ ରଖିଲା CBI  । ଅଭିଯୁକ୍ତ ବିରଞ୍ଚିଙ୍କ ଘନିଷ୍ଠ ସହଯୋଗୀ ନିମାଇଁ ସାହୁ ମଧ୍ୟ ଅଟକ । ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ ପରେ ସିବିଆଇ ଅଫିସକୁ ଗଲେ ଉଭୟ । ୨ ଦିନ ଜେରା ପରେ ଉଭୟଙ୍କୁ ନିଆଗଲା ସିବିଆଇ ଅଫିସ୍ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button