Breaking PLUSଦେଶମୁଖ୍ୟ ଖବର
ସୋନିଆ ଗାନ୍ଧି ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ନୂଆଦିଲ୍ଲୀ, 13 ମେ- ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂତ୍ର ଅନୁସାରେ, ସୋନିଆ ଗାନ୍ଧୀଙ୍କୁ ଆଖି ସମ୍ବନ୍ଧୀୟ ସମସ୍ୟା ଯୋଗୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି।
ସୋନିଆ ସ୍ଦୀର୍ଘକାଳୀନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ। ତାଙ୍କର ପାକସ୍ଥଳୀ, ଫୁସଫୁସ ଏବଂ ଶ୍ୱାସକ୍ରିୟାଜନିତ ସମସ୍ୟା ରହିଛି।



