Breaking PLUSଓଡ଼ିଶାମୁଖ୍ୟ ଖବର
ପେପର ଲେସ୍ ହେଲା ବିଧାନସଭା

ଭୁବନେଶ୍ୱର, 12 ଫେବୃୟାରୀ – ପେପର ଲେସ୍ ହେଲା ବିଧାନସଭା । ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ 147 ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ । ଆଉ ପ୍ରଶ୍ନୋତ୍ତର କିମ୍ଭା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେନି ବିଧାୟକ । ନେଭା ତରଫରୁ ହୋଇଛି ଏହି ବ୍ୟବସ୍ଥା । କିଛି ସମୟ ପରେ ଏହାକୁ ଶୁଭରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।


