ଓଡ଼ିଶାପାଣିପାଗ

ଆଗ ପଛ ହୋଇ ଆସୁଛି ଆଉ ୨ଟି ଲଘୁଚାପ

ଆଗ ପଛ ହୋଇ ଆସୁଛି ଆଉ ୨ଟି ଲଘୁଚାପ । ପୁଣି ଅଶାନ୍ତ ହୋଇପାରେ ବଙ୍ଗୋପସାଗର । ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ସଂସ୍ଥା ଆକ୍ୟୁ ୱେଦର ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ୍‌ ପକ୍ଷରୁ ଆକଳନ କରାଯାଇଛି ।

ତେବେ ଏଥିପାଇଁ ପାଗ ଅନୁକୂଳ ରହିଥିବାବେଳେ ସମ୍ଭାବ୍ୟ ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରା ଯାଇନି ।

Show More

Related Articles

Back to top button