Breaking PLUSଓଡ଼ିଶାମୁଖ୍ୟ ଖବର

ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଭୁବନେଶ୍ୱର- ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଭୁବନେଶ୍ଵରରେ ଗୋଟିଏ , ହାଇଦ୍ରାବାଦରେ ୨ଟି ଫ୍ଲାଟ୍ ଠାବ ହୋଇଛି। ସେହିପରି ଭୁବନେଶ୍ଵର ଓ ଢେଙ୍କାନାଳରେ ତାଙ୍କର ୮ଟି ଫ୍ଲାଟ୍ ରହିଛି।  ଆଠଗଡରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ୍ ଠାବ ହେବା ସହ ୧ କୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା , ନଗଦ ୫.୧୫ ଲକ୍ଷ ଟଙ୍କା ଜବତ ହୋଇଛି। ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଭିଜିଲାନ୍ସ ବିଭାଗ ଠାବ କରିଛି।

Show More

Related Articles

Back to top button