Breaking PLUSଓଡ଼ିଶାମୁଖ୍ୟ ଖବର

ନୟାଗଡ଼ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ରେଡ୍

ନୟାଗଡ଼- ପୁଣି ଜେଲରେ ଚଢାଉ । ବଲାଙ୍ଗିର ପରେ ନୟାଗଡ ଜେଲରେ ରେଡ୍ । ନିଶା କାରବାର ନେଇ ଜେଲରେ ପୋଲିସର ଚଢ଼ାଉ  । ଜିଲ୍ଲା ମୁଖ୍ୟ କାରାଗାର ସହ ୩ ଉପ କାରାଗାରରେ ଚାଲିଛି ରେଡ୍‌  । ଏସପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଚଢ଼ାଉରେ ସାମିଲ ସୂଚନା ମିଳିଛି । ଦଶପଲ୍ଲା ଉପ କାରାଗାରରୁ ମିଳିଲା ବିପୁଳ ନିଶାଦ୍ରବ୍ୟ ଜବତ ହୋଇଛି । ବିପୁଳ ପରିମାଣରେ ଗୁଟଖା, ଖଇନି, ବିଡି ସହ ବ୍ଲେଡ୍‌ ଜବତ କରାଯାଇଥିବା ସୂଚନା ମିଳିଛି ।

Show More

Related Articles

Back to top button