Breaking PLUSଓଡ଼ିଶାମୁଖ୍ୟ ଖବର

ଡାଟା ଅପରେଟର ପାର୍ଥସାରଥୀ ବିଷୋଇ ଗିରଫ

ଭୁବନେଶ୍ୱର – ଆକାଉଟାଂଟ କମ୍ ଡାଟା ଏଂଟ୍ରି ଅପରେଟର ପାର୍ଥସାରଥୀ ବିଷୋଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବାଟସଣା ଗ୍ରାମପଂଚାୟତାର ଡାଟା ଅପରେଟର ପାର୍ଥସାରଥୀ ବିଷୋଇଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ 3ଟି ବିଲ୍ଡିଂ, 16ଟି ପ୍ଲଟ, ଗୋଟିଏ କାଜୁ ପ୍ରୋସେସିଂ ୟୁନିଟ, ସୁନା ଅଳଙ୍କାର, ନଗର 2.45 ଲକ୍ଷ ଟଙ୍କା, 3ଟି ଟ୍ରାକ୍ଟର, ଗୋଟିଏ ବୋଲେରୋ ଠାବ ହୋଇଛି, ଯାହାର ସିଏ ସନ୍ତୋଷଜନକ ଉତର ଦେଇପାରିନଥିଲେ । ଏହାପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

 

Show More

Related Articles

Leave a Reply

Your email address will not be published. Required fields are marked *

Back to top button