Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ

ନୂଆଦିଲ୍ଲୀ- ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ  । ଏଣିକି ପ୍ରଦୂଷଣ ସାର୍ଟିଫିକେଟ ନ ଦେଖାଇଲେ ଟାଙ୍କିରେ ତେଲ ମିଳିବନି  । କେବଳ ଆମ୍ବୁଲାନ୍ସ,ଅଗ୍ନିଶମ ଓ ପୋଲିସ ବିଭାଗର ଗାଡିକୁ ମିଳିବ ରିହାତି । ୱାର୍କ ଫ୍ରମ ହୋମ ନିୟମ ସହ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍  । ୪ ଦିନ ଧରି ଦିଲ୍ଲୀରେ ବାୟୁର କ୍ବାଲିଟି ୪୦୦ରୁ ଅଧିକ ରହି ଆସିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button