
ଆଜିର କଥା:
🙏 ଜୟ ଶ୍ରୀଜଗନ୍ନାଥ 🙏
ଶୁଣିବାର ଅଭ୍ୟାସ କରନ୍ତୁ,
କାରଣ ଦେଖେଇ କହିବା ଲୋକ ଏଠି ବହୁତ ଅଛନ୍ତି।
ହସିବାର ଅଭ୍ୟାସ କରନ୍ତୁ,
କାରଣ କନ୍ଦାଇବାକୁ ପ୍ରୟାସ କରିବା ଲୋକ ଏଠି କମ୍ ନୁହେଁ।
ଉପରକୁ ଉଠିବାକୁ ଆଦତ ରେ ପକାନ୍ତୁ,
କାରଣ ଗୋଡ଼ ଟାଣିବାକୁ ଲୋକ ଏଠି ଚାହିଁ ବସିଛନ୍ତି।
ପ୍ରୋତ୍ସାହିତ କରିବାର ଅଭ୍ୟାସ କରନ୍ତୁ,
କାରଣ ହତୋତ୍ସାହିତ କରିବାକୁ ଲୋକଙ୍କ ଏଠି ଅଭାବ ନାହିଁ।
ଜୀବନର ସବୁଠୁ କଠିନ ସମସ୍ୟା ହେଉଛି ନିଜକୁ ଚିହ୍ନିବା,
ସେତିକି କରନ୍ତୁ… ଆଉ ଆଗେଇ ଚାଲନ୍ତୁ।
🙏 ଜୟ ଶ୍ରୀଜଗନ୍ନାଥ 🙏



