ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 ସ୍ୱଭାବ ରଖିବାର ଅଛି ତ ସେଇ ଦୀପ ଭଳି ରଖ ଯିଏ କି ରାଜା ଘରେ ଯେତିକି ଆଲୋକ ପ୍ରଦାନ କରେ, ଗରିବ ଘରେ ବି ଠିକ୍ ସେତିକି ଆଲୋକ ପ୍ରଦାନ କରେ । ନା ଅଛି ତାର ଗର୍ବ ନା ଅଭିମାନ। 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕