ଅନୁଚିନ୍ତା

ଆଜିର ଅନୁଚିନ୍ତା :

ଆଜିର କଥା:

🙏 ଜୟ ଶ୍ରୀଜଗନ୍ନାଥ 🙏

ସ୍ବାର୍ଥର ନିକିତି ହାତରେ ଧରି,

           ମଣିଷ ସାଜିଛି ଆଜି ବେପାରୀ।

ସ୍ବାର୍ଥରେ ସମ୍ପର୍କ କରେ ଓଜନ, 

         ସ୍ବାର୍ଥ ଥିଲେ ତାକୁ ଦିଏ ପ୍ରାଧାନ୍ଯ।

ସ୍ବାର୍ଥ ସରିଗଲେ ଯାଏ ସେ ଫେରି, 

        ସ୍ବାର୍ଥ ପାଇଁ ଛିଣ୍ଡେ ସମ୍ପର୍କ ଡୋରୀ।

🍁 ଶୁଭ ସକାଳର ଶୁଭ କାମନା 🍁

🙏 ଜୟ ଶ୍ରୀଜଗନ୍ନାଥ 🙏

⭕❗⭕

Show More

Related Articles

Back to top button