ଆଜିର କଥା: 🙏 ଜୟ ଜଗନ୍ନାଥ 🙏 ଆପଣ ସେହି ଲୋକ ମାନଙ୍କ ଠାରୁ ନିଜକୁ ଦୁରେଇ ରଖନ୍ତୁ,ଯେଉଁମାନେ, -ଆପଣଙ୍କୁ ମିଛ କୁହନ୍ତି -ଆପଣଙ୍କୁ ଅସମ୍ମାନ କରନ୍ତି -ଆପଣଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରନ୍ତି -ଏବଂ ଆପଣଙ୍କୁ ଆଘାତ କରନ୍ତି 🍁ଶୁଭ ସକାଳର ଶୁଭ କାମନା🍁 🙏 ଜୟ ଜଗନ୍ନାଥ 🙏