ଅନୁଚିନ୍ତା

ଆଜିର ଅନୁଚିନ୍ତା:

ଆଜିର କଥା:

🙏 ଜୟ ଜଗନ୍ନାଥ 🙏

ଜୀବନର ରାସ୍ତାରେ ଚାଲିବାକୁ ହେଲେ
କେତେ ଘାତ ପ୍ରତିଘାତ ସହି ଆଗକୁ
ବଢିବାକୁ ପଡିବ।ସମସ୍ୟା ଜୀବନର
ଶେଷ ସୋପାନ ନୁହେଁ,
ସେହି ଠାରୁ ଏକ ନୂଆ ଜୀବନର
ଆରମ୍ଭ ହୋଇଥାଏ।
ଖାଲି ଧୈର୍ଯ୍ୟ ଧରିବା ଆବଶ୍ୟକ

🍁ଶୁଭ ସକାଳର ଶୁଭ କାମନା🍁

🙏 ଜୟ ଜଗନ୍ନାଥ 🙏

Show More

Related Articles

Back to top button