ଆଜିର କଥା: 🙏 ଜୟ ଶ୍ରୀଜଗନ୍ନାଥ 🙏 ଯାହାର ଅହଂକାର ଥାଏ, ସେହି କେବଳ ଅନ୍ୟ ମାନଙ୍କୁ ଅପମାନିତ କରିପାରିବ... କାହିଁକିନା ଯାହାର ସଂସ୍କାର ଥାଏ, ସେ ସର୍ବଦା ଅନ୍ୟମାନଙ୍କୁ ସମ୍ମାନ କରେ । 🙏 ଜୟ ଶ୍ରୀଜଗନ୍ନାଥ 🙏 ⭕❗⭕