Breaking PLUSଓଡ଼ିଶାମୁଖ୍ୟ ଖବର

ଏମ୍ସରେ ସିବିଆଇ ରେଡ୍

ଭୁବନେଶ୍ୱର, 19 ଫେବୃୟାରୀ – ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍ କରିଛି । ରିକ୍ୟୁରମେଣ୍ଟ ସ୍କାମ ନେଇ ରେଡ କରିଛି ସିବିଆଇ । ସ୍କାମ କରିଥିବା ମାଷ୍ଟରମାଇଣ୍ଡ ସ୍ମୃତିରଞ୍ଜନ କରଙ୍କୁ ହେପାଜତକୁ ନେଇ ରେଡ କରିଛି ସିବିଆଇ ଟିମ । 775ଟି ପୋଷ୍ଟରେ ଜାଲ କାଗଜପତ୍ର ଜରିଆରେ ସ୍କାମ ହୋଇଥିବା ପ୍ରମାଣ ପାଇଛି ସିବିଆଇ । ଏକାଡେମୀ ବ୍ଲକରେ ସିବିଆଇ ରେଡ଼ କରୁଛି । ରେଡ଼ ବେଳେ ବହୁ କାଗଜପତ୍ର ଜବତ ହୋଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button