Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ଠିକାଦାରଙ୍କ ଘରେ CBI

ଭୁବନେଶ୍ୱର- ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗର ଠିକାଦାରଙ୍କ ଘରେ CBI । ଠିକାଦାର ଜି.ସତ୍ୟନାରାୟଣଙ୍କ ଘରେ CBI ରେଡ୍ । ବରଗଡ଼ ଅତାବିରା ପରମାନପୂର୍ ଗାଁ ସ୍ଥିତ ଘରେ ଚାଲିଛି ରେଡ୍ସ । ସରକାରୀ ଅଧିକାରୀଙ୍କ ସହ ବେଆଇନ କାରବାର ଅଭିଯୋଗରେ ରେଡ୍ । ପରିବାରର ଜଣେ ସଦସ୍ୟଙ୍କୁ ଉଠାଇ ନେଇ CBI ପଚରାଉଚରା କରୁଛି ।