Breaking PLUSଓଡ଼ିଶାମୁଖ୍ୟ ଖବର
ସେବାଶ୍ରମରେ ନାମଫଳକ ପଡ଼ି ତୃତୀୟ ଶ୍ରେଣୀ ଛାତ୍ର ମୃତ
ଜୟପୁର: ସେବାଶ୍ରମରେ ନାମଫଳକ ପଡ଼ି ତୃତୀୟ ଶ୍ରେଣୀ ଛାତ୍ର ମୃତ । ଆଉ ୨ ଛାତ୍ର ଗୁରୁତର, ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । କୋଟପାଡ଼ ବ୍ଲକ ଢାମଣାହାଣ୍ଡି ଗାନ୍ଧୀନଗର ସେବାଶ୍ରମରେ ଅଘଟଣ ଘଟିଛି । ଘଟଣାସ୍ଥଳରେ ବିଡିଓ ଓ ତହସିଲଦାର ପହଞ୍ଚି କରୁଛନ୍ତି ସ୍ଥିତି ଅନୁଧ୍ୟାନ ।



