Breaking PLUSଦେଶମୁଖ୍ୟ ଖବର
କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା

କୋଲକାତା, 4 ଏପ୍ରିଲ-କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା । ଏନେଇ ସୂଚନା ଜାରି କରିଛି କୋଲକାତା ପୋଲିସ ।
ଗଣତି ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ବିଜୟ ରାଲି ମନା କରାଯାଇଛି । ଆସନ୍ତାକାଲି ପୋଲିସ ଅନୁମତି ନେଇ କରିପାରିବେ ବିଜୟ ଉତ୍ସବ ।
ଅନ୍ୟପଟେ ପଶ୍ଚିମବଙ୍ଗରେ ‘ଦିଦି’ ସରକାରର ପତନ । ଗାଦିଚ୍ୟୁତ ହେଲା କ୍ଷମତାସୀନ TMC । ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିବ ବିଜେପି । ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି । କେବଳ ବିଧିବଦ୍ଧ ରେଜଲ୍ଟ ଘୋଷଣାକୁ ଅପେକ୍ଷା ରହିଛି । ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ ।



