Breaking PLUSଓଡ଼ିଶାମୁଖ୍ୟ ଖବର

ଶିବ ମନ୍ଦିର ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଶିବ ମନ୍ଦିର ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ହୋଇଛି । ଟାଉନ ଥାନା ମୋଟରାଙ୍ଗପାଳ ଗାଁ ମନ୍ଦିରରେ ଝୁଲିଛି ମୃତଦେହ । ମୃତ ଯୁବକ ମୋଟରାଙ୍ଗପାଳ ଗାଁର ।  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

Show More

Related Articles

Back to top button