Breaking PLUSଓଡ଼ିଶାମୁଖ୍ୟ ଖବର
ଶାରିଶୁଆ ପାହାଡ଼ରେ ବିଏନ୍ଏସ୍ଏସ୍-୧୬୩ ଲାଗୁ

ସୋର: ଖଇରା ତହସିଲ ଶାରିଶୁଆ ପାହାଡ଼ରେ ବିଏନ୍ଏସ୍ଏସ୍-୧୬୩ ଲାଗୁ ହୋଇଛି ।ବେଆଇନ ବିସ୍ଫୋରଣ ଓ ଖନନ ରୋକିବାକୁ ପ୍ରଶାସନ ତତ୍ପରତା ଦେଖାଇଛି । ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ କଲା ପ୍ରଶାସନ ।



