Breaking PLUSଓଡ଼ିଶାମୁଖ୍ୟ ଖବର

କଟକ ମେୟରଙ୍କ ଫେସବୁକ୍ ହ୍ୟାକ

ଭୁବନେଶ୍ୱର, 17 ଡିସେମ୍ବର – କଟକ ମହାନଗର ନିଗମ ମେୟର ସୁବାସ ସିଂଙ୍କ ସୋସିଆଲ ମିଡ଼ିଆ ଫେସବୁକ ହ୍ୟାକ ହୋଇଛି । ଏ ନେଇ ନିଜେ ସୂଚନା ଦେଇଛନ୍ତି ମେୟର ସୁବାସ ସିଂ। ଗତକାଲି ରାତିଠାରୁ ତାଙ୍କର ଅଫିସିଆଲ ଫେସବୁକ୍ ପେଜ ସହ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟ ହ୍ୟାକ୍ ହୋଇଯାଇଛି। ଏହା ଆଉ ଆକ୍ସେସ ହୋଇପାରୁନଥିବା ନିଜେ ମେୟର କହିଛନ୍ତି। ହ୍ୟାକ ହୋଇଥିବା ସାଇଟରେ ଅଶ୍ଳୀଳ ଭାଷା ଓ ଫଟୋ ପ୍ରୟୋଗ କରୁଛନ୍ତି ହ୍ୟାକର। ଏନେଇ ମେୟର ସୁବାସ ସିଂ ସାଇବର ଥାନାରେ ଏତଲା ଦେଇଛନ୍ତି।

Show More

Related Articles

Back to top button