ଆଜିର କଥା: 🙏 ଜୟ ଜଗନ୍ନାଥ 🙏 "ସଫଳ ଜୀବନ ଅପେକ୍ଷା ସନ୍ତୁଷ୍ଟ ଜୀବନ ଭଲ, କାରଣ ଆମର ସଫଳତା ଅନ୍ୟ ମାନଙ୍କ ଦ୍ୱାରା ମାପ କରାଯାଏ କିନ୍ତୁ ଆମର ସନ୍ତୋଷ ଆମର ନିଜସ୍ୱ ଏହା ହୃଦୟ,ଆତ୍ମା ଏବଂ ମନ ଦ୍ୱାରା ମାପ କରାଯାଏ।" 🍁ଶୁଭ ସକାଳର ଶୁଭ କାମନା🍁 🙏 ଜୟ ଜଗନ୍ନାଥ 🙏